Sun. May 24th, 2026

Odisha Digest

Leading e-news Portal

‘ଚନ୍ଦ୍ରାୟନ-୨’ର ସଫଳ ଉତ୍‌କ୍ଷେପଣ ପରେ ଶୁଭେଚ୍ଛା ଜଣାଇଲେ ଅନେକ ବଲିଉଡ୍‌ ତାରକା

1 min read

ମୁମ୍ବାଇ: ସଫଳତାର ସହ ଜହ୍ନ ରାଇଜକୁ ଉତ୍‌କ୍ଷେପଣ କରାଯାଇଛି ‘ଚନ୍ଦ୍ରାୟନ-୨’। ଚନ୍ଦ୍ରପୃଷ୍ଠକୁ ଏହି ଯାନ ଯାଇ ୧୪ ଦିନ କାଳ ରହି ସ୍ଥିତି ଅନୁଧ୍ୟାନ କିରିବ। ତେବେ, ଏହି ଖୁସିରେ ବଲିଉଡ୍‌ର ଅନେକ ତାରକାମାନେ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରି ଚାଲିଛନ୍ତି।

ଅଭିନେତା ଅକ୍ଷୟ କୁମାର ‘ଚନ୍ଦ୍ରାୟନ-୨’ର ସଫଳ ଉତ୍‌କ୍ଷେପଣ ପାଇଁ ବୈଜ୍ଞାନିକ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ପୂରା ଟିମ୍‌କୁ ସାଲ୍ୟୁଟ୍‌ ଜଣାଇଛନ୍ତି କେବଳ ଅକ୍ଷୟ କୁମାର ନୁହଁନ୍ତି, ଆହୁରି ଅନେକ କଳାକାଳମାନେ ଟ୍ଵିଟ୍‌ କରି ନିଜର ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରବୀନା ଟଣ୍ଡର୍ଣ୍ଣ, ତାପସୀ ପାନ୍ନୁ, ବିଦ୍ୟା ବାଲାନ, ପ୍ରଭାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।

Copyright © All rights reserved. | By Fastwebsites.in - Website Design Company Bhubaneswar, Odisha.